ଆପଣ ଏଇ ଆପ୍ଲିକେସନ ମାଧ୍ୟମରେ ଅତି ସହଜରେ youtube ର Video ହଉ କିମ୍ବା
Audio ସହଜ ରେ ଆଉ ଅତିବସୁନ୍ଦର quality ରେ downlod କରିପାରିବେ ।
ଏତିପାଇଁ ଆପଣଙ୍କୁ ପ୍ରଥମେ ସେଇ youtube ଭିଡ଼ିଓ ର ଲିଙ୍କ copy କରିବେ ତା ପରେ
ସେ ଲିଙ୍କ କୁ paste କରିବେ then Downlod କରିବେ କିଛି ସମୟ ଅପେକ୍ଷା କଲାପରେ ଆଉ ଥରେ downlod କରିବେ ତା ପରେ save file ଉପରେ କ୍ଲିକ କରିବେ ତା ପରେ downlod ଆରମ୍ଭ ହୋଇଯିବ ।
( ଆପ୍ଲିକେସନ କୁ ଡାଉନଲୋଡ଼ କରିବା ପାଇଁ Download ଥିବା image ଉପରେ କ୍ଲିକ କରନ୍ତୁ )



