Home ଅ ଅନୁତାପ ନୀର ନେଇ ଅନୁତାପ ନୀର ନେଇ Author - personPrafullaraita March 27, 2023 0 share ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତରଭାଳେ ମୁହିଁ, ଦେଲ କିମ୍ପା ମୋ ଲାଗି ରୁଧିର … (ଘୋଷା)ସୃଷ୍ଟି ପାଇଁ ମନେ କିମ୍ପା ସରାଗ ଯେ ଭରିଲତୁମେ କିମ୍ପା ନୀରବରେ କୃଶ ବହିଗଲକୁଶ ଝରା ବାଣୀ ତୁମ କେତେ ଯେ ମଧୁର … |୧|ପାପ ପଥେ ହଜିଥିଲି ତୁମେ କିମ୍ପା ଖୋଜିଲମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଲପତିତ ମୁଁ ଯାଏ ଛୁଇଁ ତୁମରି ପୟର … |୨| Tags ଅ Facebook Twitter Whatsapp Newer Older