ଝରିପଡ଼େ ଆଜି ,

Prafullaraita
0
ଝରିପଡ଼େ ଆଜି ,
   ପ୍ରଭୁ ତୁମ ଆନନ୍ଦେ ପ୍ରଶଂସା ଗୀତି ..୨ଥର
ହୃଦେ ଉଠେ ପୁଣି
         ଗଉରବେ ତୁମରି ବନ୍ଦନା ସ୍ତୁତି...୨ଥର

୧ : କେତେ ଆଶା ଆଲୋକରେ
             ଝୁମେ ଏ ମନ
ଚଲାପଥେ ସ୍ମରି ତୁମ
    ମଙ୍ଗଳ ଦାନ...୨ଥର
ପଇଁଚାଲିଶ ତମ , ଏଇ ଜନମ ଦିନ ..୨ଥର
      ଭରିଦିଏ ଅନ୍ତରରେ
                କିଛି ନୂଆ ଅନୁଭୂତି ...୨ଥର
ଝରି ପଡ଼େ ଆଜି .........

୨: ଆସୁଯେତେ ଝଡ଼ ଝଞ୍ଜା
                 ଏଇ ଜଗତେ
ସମର୍ପିଛୁ ନିଜକୁ ଯେ
                 ତୁମରି ହାତେ ...୨ଥର
ତୁମେ ପ୍ରେମିକ ପ୍ରିୟ , ଆମ ଦୃଢ଼ ଆଶ୍ରୟ ...୨ଥର
      ରହିଥିଲ ରହିଅଛ
   ରହିଥିବ ପାଶେ ନିତି ...୨ଥର
     ଝରିପଡ଼େ ଆଜି ......

ସ୍ୱର : ସୁକୁମାର ରାଉତ
Scale : Em
Tags

Post a Comment

0Comments
Post a Comment (0)