ନିଜ ବଳେ ବଳିଆନ
ମୃତ୍ୟୁର ନାହୁଡ଼ କରି ଆଜୀବନ
ହୋଇଛି ଆଜି ଉତ୍ଥାନ
ଉଠିଅଛନ୍ତି ସେହି କବର ରୂପୀ ଛାଡି
୧. ମୃତ୍ୟୁଜୟୀ ଯୀଶୁ ଏହି ଦରଶନ
କହିଲେ ଭୟ ନ କର
ଶୀଘ୍ର ଯାଇ କୁହ ଏଇ ବିଶେଷ ଖବର
ଜୀବିତ ପ୍ରଭୁ ଆମର
ଗାଲିଲୀ କୁ ଗଲେ ପାଇବେ ମୋ ଦର୍ଶନ
ସର୍ବଶକ୍ତିମାନ....
୨. ଶୁଦ୍ଧଚିତ୍ତ ମନେ କଲେ ଅନ୍ୱେଷଣ
ପ୍ରଭୁ ଦେବେ ଦରଶନ
ଶୂନ୍ୟ ହୃଦ ପ୍ରାଣେ କରିଲେ ଶରଣ
ଲଭିବ ଆଶିଷ ଦାନ
କର ମନ ଫେରଣ ପାଇବ ପରିତ୍ରାଣ
ସର୍ବଶକ୍ତିମାନ ...👍👍
// ସ୍ୱର : ମନ ପରି ପ୍ରଭୁ ମନ ଟିଏ ଦିଅ //