ହୋ....ହୋ.....ଓ......ହୋ

Prafullaraita
0
ହୋ....ହୋ.....ଓ......ହୋ
       ଲା ଲା ଲା ଲା ....୪ଥର
ଚିର ପ୍ରେମିକ
      ଯୀଶୁ ଯେ ଆମ ଆଶା ଝଲକ ...୨ଥର
   ହୋ......ଓ......ହୋ
       ଲା ଲା ଲା ଲା ....୪ଥର
ପ୍ରିୟ ପାଳକ
          ପ୍ରଭୁ ଯେ ଆମ , ମୁକ୍ତି ମହକ ...୨ଥର
୧ : ନିତ୍ୟ , ଜୀବିତ ସେତ ବିଜୟୀ ଵୀର ଈଶ୍ୱର
        ସତ୍ୟ , ଜୀବନ ପଥ, ସକଳ ସୃଷ୍ଟି ଆଧାର...୨ଥର
କ୍ଷମାର ସାଗର ସୁରକ୍ଷା ପ୍ରାଚୀର
       କରୁଣା ନିର୍ଝର ଦୟାର ଆକର...୨ଥର
କରନ୍ତି ଦୂର , ଦୁଃଖ ଶୋକ ...
   ହୋ.....ଓ...ହୋ ...ଲା ଲା ଲା ଲା ....୪ଥର
        ଚିର ପ୍ରେମିକ ....ଆଶା ଝଲକ ....
ହୋ....ଓ...ହୋ..ଲା ଲା ଲା ଲା ...୪ଥର
୨: ନମ୍ର , ସାଧକ ସେତ , ମସିହ ଏକା ପାପୀର
ଧୀର କୋମଳ ସେତ , ତାଙ୍କରି କଥା ମଧୁର ...୨ଥର
ଅମୃତ ସନ୍ତାନ , ଶାନ୍ତିର ସନ୍ତକ
     ପବିତ୍ର ଶାଶ୍ୱତ , ପ୍ରେମର ପ୍ରତୀକ...୨ଥର
  କରନ୍ତୁ ଆତ୍ମା ଅଭିଷେକ ...
ହୋ....ଓ....ହୋ...ଲା ଲା ଲା ଲା...୪ଥର
  ଚିର ପ୍ରେମିକ .....ଆଶା ଝଲକ ......୨ଥ
ହୋ.....ଓ.....ହୋ...ଲା ଲା ଲା ଲା ...୪ଥର
ପ୍ରିୟ ପାଳକ .....ମୁକ୍ତି ମହକ ...୨ଥର
   ହୋ ....ଓ.....ହୋ...ଲା ଲା ଲା ଲା ...୮ଥର
ସ୍ୱର : ସୁକୁମାର ରାଉତ ...
Scale : G#m
Tags

Post a Comment

0Comments
Post a Comment (0)