ଯୀଶୁର୍ ନାମ୍ କେ ମୁଁଇ କଇ କଇ
ଏଧନ ବିତାଇ ଦେବି ମୋର ଜୀବନ
ହଁ। ବିତାଇ ଦେବି ମୋର ଜୀବନ
ସେ ମୋର୍ ଧନ ସେ ମୋର୍ ଜୀବନ
ଯୀଶୁର ଲାଗି ଯାଉ ମୋର୍ ପରାଣ
୧. ମୁଁଇ ମାପୁରୁକେ ଖୋଜି ଖୋଜି
ଦୁନିଆ ଯାକର୍ ସରିଗଲା
ଇଟି ଗଲି ସିଟି ଗଲି
କୁଣ୍ତା ନାଇଁ ଧରା ଦେଲା
ଯେବେ ହେଇ ମୁଇଁ ଏବେ ହେଇ
ଗଲି ଯୀଶୁର୍ ପିଲା
ସରଗର ସବୁ ସୁଖ
ଯୀଶୁ ମକେ ଆଣିଦେଲା
ଯୀଶୁର୍ ଗୁଣ୍ କେ ମୁଁଇ ଗାଇ ଗାଇ
ଏଧନ ବିତାଇଦେବି ମୋର ଜୀବନ
୨.ମୁଁଇ ହାଲ୍ଲେଲୁୟା ଗାଇଗାଇ
ଯୀଶୁର୍ ବାଟେ ପାଇତେ ରେଲେ
ମକେ ମରନ୍ ମିସା ଡ଼ରି ଯାଇସି
ଆରି ନାଇ ମାରିପାରେ
ଆମୋର୍ ଯୀଶୁ ସର୍ଗର୍ ରାଜା
ନର୍କେ ମକେ ନାଇ ଛାଡ଼େ
ହାତେ ଧରି ଝିକି ନେଇ ଯିବାଇ
ମକେ ସରଗ୍ ପୁରେ
ତାର୍ କଥାକେ ମୁଁଇ କଇ କଇ
ଏଧନ ବିତାଇ ଦେବି ମୋର ଜୀବନ