ଫେରିଆସ ବନ୍ଧୁ କ୍ରୁଶ ପୟରେ

Prafullaraita
0
ଫେରିଆସ ବନ୍ଧୁ କୃଶ ପୟରେ
ଫେରିଆସ ବନ୍ଧୁ କୃଶ ପୟରେ
ଲଭିବ ମୂକତି ଜୀବନରେ 
ଶୁଭୁଛି କ୍ଷମାର ସ୍ଵର ସେହି କ୍ରୁଶପରେ
ବହୁଛି ରୁଧିର ଧାର ମୁକ୍ତି କାରଣେ
ଆ...ଫେରିଆ...ଫେରିଆ କ୍ରୁଶ ପାଶେ
ଆ...ଫେରିଆ...ଫେରିଆ... 
୧- କ୍ରୁଶରେ ଝୁଲିଲେ ଈଶ୍ଵର ନନ୍ଦନ ପାପୀଙ୍କ ଉଦ୍ଧାର କାରଣେ
କ୍ରୁଶିୟ ଦୁଃଖକୁ କରିଲେ ଗ୍ରହଣ 
ମୁକ୍ତି ଦେଲେ ଆପଣା ପ୍ରେମେ 
ସ୍ଵାନ୍ତନାର ସ୍ଵର ଶୁଭେ କ୍ରୁଶରେ 
ଭରିଦିଅ ଶାନ୍ତି ପ୍ରତି ଜୀବନେ 
ପ୍ରଭୁ ଯୀଶୁ ଡାକୁଛନ୍ତି ଅତି ଆତୁରେ 
ରଖିବେ ତାଙ୍କ ଆସରା ତୁମ ଉପରେ
ଆ...ଫେରିଆ...ଫେରିଆ କ୍ରୁଶ ପାଶେ
ଆ...ଫେରିଆ...ଫେରିଆ...
୨- ଅନୁତାପେ ପାପୀ ପାଏ ପରିତ୍ରାଣ କାଲବରୀ ପ୍ରାୟଶ୍ଚିତରେ
ହୋଇଥାଏ ସେ ସ୍ଵର୍ଗୀୟ ସନ୍ତାନ 
ଯୀଶୁଙ୍କ କ୍ଷମା ଗୁଣରେ 
ଜୀବନର ଏହି ଚଲାପଥରେ ଯୀଶୁ ହିଁ ରହିବେ ତୁମ ସାଥିରେ 
ହାତ ଧରି ନେଇଯିବେ ସିୟୋନ ପଥରେ 
ସମର୍ପି ଦିଅ ଜୀବନ ତାଙ୍କ ପୟରେ
ଆ...ଫେରିଆ...ଫେରିଆ କ୍ରୁଶ ପାଶେ
ଆ...ଫେରିଆ...ଫେରିଆ...
Tags

Post a Comment

0Comments
Post a Comment (0)