ଦୁଆରେ ଆଘାତ କର
ଦୁଆର ଖୋଲାଯିବ +1 [0]
[1] ଯୀଶୁ ପଥ ଯୀଶୁ ସତ୍ୟ
ଯୀଶୁ ହିଁ ଜୀବନ
ପାପୀ କ୍ଷମା ପାଏ ପୁଣି
ପାଏ ପରିତ୍ରାଣ +1
ଆସ ପରିଶ୍ରାନ୍ତ ଭାରଗ୍ରସ୍ତ ସମସ୍ତ
ଆସ ଆଜି ତୁମକୁ ବିଶ୍ରାମ ଦିଆଯିବ
ଦୁଆରେ ଆଘାତ କର
ଦୁଆର ଖୋଲାଯିବ...
[2] ତୁମ ରାଜ୍ୟ ଆସୁ ପ୍ରଭୁ
ସାରା ଏ ଜଗତେ
ସେବା ଆରାଧନା ହେଉ
ତୁମ ଇଚ୍ଛା ମତେ +1
ଯୀଶୁ ଦ୍ରାକ୍ଷାଲତା ପିତା କୃଷକ
ତାଙ୍କରି ପାଇଁ ଉତ୍ତମ ଫଳ ହିଁ ଫଳୁଥିବା
ଦୁଆରେ ଆଘାତ କର
ଦୁଆର ଖୋଲାଜିବ