ଭଜରେ ସ୍ଥିର ଚିତ୍ତେ

Prafullaraita
0
ଭଜରେ ସ୍ଥିର ଚିତ୍ତେ ଯୀଶୁ ନାମ
ସୀମାହିନ ତାଙ୍କ 
ଦୟା, କ୍ଷମା, ପ୍ରେମ
ମହିମାରେ ପରିପୂର୍ଣ୍ଣ [0]
[୧] ସ୍ବାର୍ଥତା ତେଜି ଯାଏ ଯେଉଁ ଜନ
ସର୍ବଦା ବ୍ୟବସ୍ଥା କରେ ସିଏ ଧାନ
ପତିତ ଜଗତେ ଅଭିଶପ୍ତ ହୋଇ
କାହିଁ କାଟିବୁ ତୁ ଦିନ
[୨] କପଟ ଛଳନା ମିଛ, ମାୟା, ମୋହ
ଲିଭିଯାଉ ହୃଦେ ଥାଉ ଯୀଶୁ ନାମ
ଫେରିଆ ରେ ବନ୍ଧୁ କ୍ରୁଶୀୟ ପଥରେ
ହୋଇବ ଜୀବନ ଧନ୍ୟ
Tags

Post a Comment

0Comments
Post a Comment (0)