ଗାଇବା ଗୀତି ଭକତି ଭରେ
ପୂଜି ଶ୍ରୀ ଯୀଶୁ ଚରଣ
ପ୍ରେମ, ମମତା,ପ୍ରୀତିର ଫୁଲ
ନେଇ ପୂଜିବା ଚାଲରେ ଚାଲ
କରି ପ୍ରଭୁଙ୍କୁ ଅର୍ପଣ
ଜୀବିତ ପ୍ରଭୁ ସେ ରାଜାଧି ରାଜନ
ମହାନ ପ୍ରଭୁ ସେ ଅଟନ୍ତି ସେ ମହିୟାନ
ଯିହୋବା ଈଶ୍ୱ ସେ
ରାଜା ସର୍ବ ଶକ୍ତିମାନ
ପରମେଶ୍ବର ପରାକ୍ରାନ୍ତ ଅଟନ୍ତି ସେ
ଶାନ୍ତିରାଜା ସେତ
ସଦାପ୍ରଭୁ ସ୍ୱୟଂଭୁ ସେ
ଚାଲ କରିବା ସ୍ତୁତି ତାଙ୍କ ସଂଭ୍ରମ ପୂଜା
ସେ ଯୀଶୁ ନାମରେ ....
ରଚନା ଓ ସ୍ୱର ସଂଯୋଜନା
ଯୂନସ ସାମଲ
ଯେ.ଯେ. କଟକ