ଢାଳି ଦିଅ ମୋ ଜୀବନେ

Prafullaraita
0
ଢାଳି ଦିଅ ମୋ ଜୀବନେ
ତୁମ ପବିତ୍ର ଆତ୍ମା
ଭରି ଦିଅ ମୋ ହୃଦୟେ
ତୁମ ପ୍ରେମର ବାସନା +1
ପ୍ରଭୁ ତୁମ ସାଥେ ଜଗତେ +1
ନାହିଁ କାର ତୁଳନା [0]
[1] ଦିଅ ପ୍ରଭୁ ତୁମ ଆତ୍ମାଙ୍କର ଦାନ
ଚାଲିବାକୁ ଏ ଜଗତେ
ଭରି ଦିଅ ହୃଦେ ପ୍ରେମର ସେ ଦାନ
ବଢିବାକୁ ଏ ଜଗତେ ଆ... +1
ଚାଲୁ ଥାଅ ସଦା ସାଥେ +1
ଜୀବନ ପଥ ପରେ
[2] ପବିତ୍ର ଆତ୍ମାଙ୍କ ଅଭିଷେକ ଦେଇ
କର ମୋତେ ପରିପୂର୍ଣ୍ଣ
ବୁଦ୍ଧି ଓ ଶକ୍ତିରେ ଭରି ଦେଇ ମୋତେ
କରି ପ୍ରଭୁ ବ୍ୟବହାର ଆ... +1
ଭରି ଦିଅ ସେହି ଦାନେ +1
ଶେଷ ଯାଏ ଜୀବନର
Tags

Post a Comment

0Comments
Post a Comment (0)