(ଆହା) ମୋର ହୃଦ ଦୁଆରେ {0}
{1} ଚିନ୍ତା ପଥେ ବାଧା ଦେଇ
ଗତି ରୋଧୂ ଧମକାଇ
କେତେ ହିତ କଥା କହି ଦୟା ଚିତ୍ତରେ
{2} ସେ ଯେ ଶାନ୍ତି ଦେବା ପାଇଁ
ଡାକୁଛନ୍ତି ରହି ରହି
ପାପ ତାପ ନେବେ ବୋଲି ନିଜ ହାତରେ
{3} ଦେଖୁ ମୋତେ ଭାରାକ୍ରାନ୍ତି
କରନ୍ତି ପ୍ରେମ ସଙ୍କେତ
କଢାଇ ନେବାକୁ ପଥ ମୃଦୁ ଭାବରେ
{4} ସେ କରୁଣ ସ୍ବର ଶୁଣି
କିପରି ମାତିବି ପୁଣି
ଛଳ-ମରୀଚିକାମୟ ମରୁ ସଂସାରେ
{5} ପ୍ରାଣ ମନ ଦେଇ ଆଜି
ସେ ଯୀଶୁଙ୍କ ପଦେ ମଜ୍ଜି
ଭାସି ଯିବି ସମତାନେ ସ୍ବର ଲହରେ