ଆଜିର ଏ ଶୁଭ ଦିନରେ
ଏହି ସଣ୍ଡେସ୍କୁଲ ମେଳାରେ ...
ଫୁଟିଛି ଓଠେ ହସ ପ୍ରଭୁ ତୁମରି
ମହା ଦୟାରେ....
୧- ଶିକ୍ଷା ଆଶୀର୍ବାଦ ପାଇଛୁ ଜୀବନେ
ଏହି ସଣ୍ଡେସ୍କୁଲ ମେଳା ମାଧ୍ୟମେ.....
ପ୍ରଭୁଙ୍କ ସକାଶେ ପିତା ମାତା ପାଶେ
ନମ୍ର , ବାଧ୍ୟ ,ସଦା ହେବୁ ଆମେ
ପୁଣି ନେଉଛୁ ଶପଥ
ଏ ସଣ୍ଡେସ୍କୁଲ ମେଳାରେ
ଯୀଶୁ ଛବି ଦେଖାଇବୁ ଜୀବନରେ.
ରଚନା ଓ ସ୍ୱର ସଂଯୋଜନା : ସଚିତ୍ର ଦିଗାଲ
ଯେ. ଯେ. ହୋମ , କଟକ